ହଳଦିରେ କେବଳ ଏହି ଗୋଟିଏ ଜିନିଷ ମିଶାଇଆ ଲଗାନ୍ତୁ, ରାତାରାତି ହେବେ ଗୋରା

ଆଜିକାଲିର ସମସ୍ତ ପୁରୁଷ ଓ ମହିଳା ମାନେ ନିଜ ଫେସକୁ ଅଧିକ ଗୋରା, ଦାଗହୀନ ଓ ସୁନ୍ଦର ରଖିବା ପାଇଁ ଚାହୁଁ ଛନ୍ତି । ନିଜର ଏହି ସମସ୍ଯାକୁ ଦୂର କରିବା ପାଇଁ ଉଭୟ ପୁଅ ଓ ଝିଅ ବହୁତ ପ୍ରକାରର ଫେସକ୍ରିମ ଓ ଫେସୱାସର ବ୍ୟବହାର କରିଥାନ୍ତି । ହେଲେ ଏହି ସମସ୍ତ ଜିନିଷର ବହୁତ ମାତ୍ରାରେ କେମିକାଲ ମିଶି ହୋଇ ରହିଥାଏ, ଯାହା ଆପଣଙ୍କ ସ୍କିନକୁ ଅଧିକ ଡ୍ୟାମେଜ କରାଇ ଥାଏ ।

ହଳଦିରେ କେବଳ ଏହି ଗୋଟିଏ ଜିନିଷ ମିଶାଇଆ ଲଗାନ୍ତୁ, ରାତାରାତି ହେବେ ଗୋରା

ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ନିଜ ଫେସକୁ ସଂପୂର୍ଣ୍ଣ ଗୋରା, ଦାଗହୀନ ଓ ସୁନ୍ଦର କରାଇପାରିବେ।ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବସି କରିପାରିବେ । ଆମର ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀ ହେଉଛି ଗୋଲାପ ଜଳ । ଗୋଲାପ ଜଳ ଆପଣ ମାନଙ୍କୁ ବହୁତ ସହଜରେ ଓ କମ ଦାମରେ ମିଳିଯିବ । ଏହା ଆମ ସ୍କିନକୁ କ୍ଳିନ ରଖିବା ସହ ଏହା ସ୍କିନରେ ଥିବା ଦାଗ ଗୁଡିକୁ ଦୂର କରିଥାଏ । ଏହାପରେ ଆମକୁ ଦରକାର ଲେମ୍ବୁ ।

ହଳଦିରେ କେବଳ ଏହି ଗୋଟିଏ ଜିନିଷ ମିଶାଇଆ ଲଗାନ୍ତୁ, ରାତାରାତି ହେବେ ଗୋରା

ଲେମ୍ବୁ ଆମ ସ୍କିନରେ ଥିବା ଦାଗ ଓ ରୁଖାପଣକୁ ଦୂର କରିବାରେ ସହାୟକ ହୋଇଥାଏ ଏହି ଉପଚାରକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମଚ ଗୋଲାପ ଜଳ ନିଅନ୍ତୁ ଓ ଅଧ ଖଣ୍ଡ ଲେମ୍ବୁ ରସ ନିଅନ୍ତୁ ।ଏହାପରେ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆମର ଏହି ରେମେଡି ପ୍ରସ୍ତୁତ ହୋଇଯିବ । ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ନିଜ ଫେସକୁ ପ୍ରଥମେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ଧୋଇବା ପରେ ଏହି ରେମେଡିକୁ ଏକ ତୁଳା ସାହାର୍ଯ୍ୟରେ ନିଜ ଚେହେରାରେ ଲଗାଇ ଦିଅନ୍ତୁ ।

Girls are crazy on seeing which part of boys

ଏହାକୁ ନିଜ ଫେସରେ କମ ସେ କମ ୧୦ ମିନିଟ ପର୍ଯ୍ୟନ୍ତ ହାଲକା ମସାଜ କରନ୍ତୁ ଓ ଧୋଇ ଦିଅନ୍ତୁ । ଆପଣ କେବଳ ଏହି ଉପଚାରକୁ ୨ ମାସ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କୁ ଏହାର ବହୁତ ଭଲ ରେଜଲ୍ଟ ମିଳିବ । ଆପଣଙ୍କ ଚେହେରା ସଂପୂର୍ଣ୍ଣ ଗୋରା, ଦାଗହୀନ ଓ ସୁନ୍ଦର ହୋଇଯିବ । ମାନେ ରଖନ୍ତୁ ମଣିଷ ର ରଙ୍ଗ ପ୍ରକୃତି ରେ ଦେନ ଅଟେ | କିଏ ଗୋରା ତ କିଏ କଳା, ନିଜ ଅପରେ କୌଣସି ପ୍ରକାର ଜିନିଷ ଲଗାଇ ଆଗରୁ ଡାକ୍ତର ଙ୍କ ଠାରୁ ନିଶ୍ଚୟ ପରାମର୍ଶ ନିଅନ୍ତୁ |


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post