ଲକ୍ଷ୍ମୀ ରାୟ, ବୃତ୍ତିଗତ ଭାବରେ ରାୟ ଲକ୍ଷ୍ମୀ ଭାବରେ ପରିଚିତ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ୍ ଯିଏ ମୁଖ୍ୟତ ତାମିଲ, ମାଲାୟାଲମ୍ ଏବଂ ତେଲୁଗୁ, କନ୍ନଡ ଏବଂ ହିନ୍ଦୀରେ ଦେଖାଯାନ୍ତି | ଲକ୍ଷ୍ମୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ 14 ବର୍ଷରୁ ଅଧିକ କାର୍ଯ୍ୟ କରି ଅନେକ ଭାଷାରେ 50 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
 |
Pictures: Rai Laxmi/Instagram |
ରାୟ ଲକ୍ଷ୍ମୀ ଙ୍କ ଫ୍ୟାନ ଫୋଲୋଇଙ୍ଗ କେବଳ ସାଉଥ ନୁହେ, ବଲିବୁଡ଼ ରେ ମଧ୍ୟ ଦେଖା ଯାଏ | ତାଙ୍କର ବୟସ ଯାହା ହଉ ନ କାହିଁକି ତାଙ୍କର ହଟ ଫିଗର ପାଇଁ ସମେସ୍ତ ପାଗଳ| ଏଥର ସେ କିଛି ଲାଲ ବିକିନି ରେ ଫୋଟୋ ଛାଡ଼ିଥିଲେ ଯେଉଁ ଗୁଡିକ ଇଣ୍ଟେର୍ନେଟ ରେ ନିଆଁ ଲଗେଇ ଦେଇଛି | ଡେରି ନ କରି ଆସନ୍ତୁ ଦେଖିବା
 |
Pictures: Rai Laxmi/Instagram |
|
 |
Pictures: Rai Laxmi/Instagram |
|
 |
Pictures: Rai Laxmi/Instagram |
|
 |
Pictures: Rai Laxmi/Instagram |
|