![]() |
Image credit: Google |
କିଛି ସୂଚନା ପିଆଜ ପକୁଡି ପାଇଁ
- ସମୟ ଲାଗିପାରେ : ୨୫ ମିନଟ
- ଲୋକ ଖାଇବ: ୨ ଜଣ
- ଯଦି ଆପଣ କିଛି ଦିନ ପରେ ଖାଇବା କୁ ଚାହୁଁଛନ୍ତି ତାହେଲେ ମିଶ୍ରଣ ରେ ପାଣି ମିଶାନ୍ତୁ ନାହିଁ ଏବଂ ଫ୍ରୀଜ଼ ରେ ରଖନ୍ତୁ |
ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ !!
୧. ବେସନ ୧ ଗିନା୨. ପିଆଜ ୩ ଟି
୩. ଲୁଣ ସ୍ୱାଦ ଅନୁସାରେ
୪. ଲଙ୍କା ୪ ଟି
୫. କଟା ଭୁଷଣ ପତ୍ର ୫-୬ ଟି
୬. ଟିକେ ଖାଇବା ସୋଡ଼ା
୭. ରିଫାଇନେ ତେଲ (ଛାଣିବା ପାଇଁ)
୮. କଟା ଧନିଆ ପତ୍ର
୯. କିଛି ଲଙ୍କା ଗୁଣ୍ଡ
ଆସନ୍ତୁ ତିଆରି କରିବା !!
୧. ପ୍ରଥମେ ପିଆଜ ଗୁଡିକ ଲମ୍ବା ଲମ୍ବା କାଟି ଗିନା ରେ ନିଅନ୍ତୁ୨. ସେଇ ଗିନା ରେ ବେସନ, ଧନିଆ ପତ୍ର କଟା, ଭୁଷଣ ପତ୍ର କଟା, ଅଳ୍ପ ଲଙ୍କା ଗୁଣ୍ଡ, ଲୁଣ, ଖାଇବା ସୋଡ଼ା ଏବଂ କିଛି ପାଣି ଦେଇ ମିସାନ୍ତୁ
୩. ୧୦ ମିନଟ ପାଇଁ ଛାଡ଼ି ଦିଅନ୍ତୁ
୪. କଢ଼ହେଈ ଗରମ କରନ୍ତୁ ଏବଂ ସେଥିରେ ତେଲ ଢଳାନ୍ତୁ (ଯେତିକି ତେଲ ରେ ଭଲ ଛାଣି ହବ).
୫. ତେଲ ଗରମ ହେଲା ପରେ ସେଇ ମିଶ୍ରଣ ରୁ କିଛି ଛୋଟ ଭାଗ ନେଇ କଢ଼ହେଈ ରେ ପକାନ୍ତୁ
୬. ଲାଲ ଲାଲ ହେଲା ପରେ ବାହାର କରନ୍ତୁ
୭. ଟମାଟୋ ସସ ସହିତ ଖାଇବାକୁ ଦିଅନ୍ତୁ