ପର୍ସରେ ଏହି ଜିନିଷ ରଖିଲେ ହୁଏ ଧନବୃଦ୍ଧି ଏବଂ ଏହି ଜିନିଷ ରଖିଲେ ହୁଏ ଧନକ୍ଷୟ

ମଣିଷ ଏକ ସୁଖ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାଏ। ସାଧାରଣତଃ ବହୁତ ମଣିଷ ଅଛନ୍ତି,  ଯିଏକି ସଖାଳ ସମୟରେ ନିଜ ପର୍ସରେ ଟଙ୍କା ଭରି ନେଇଥାଏ ହେଲେ ସନ୍ଧ୍ୟା ସମୟରେ ଫେରିବା ବେଳେ ତାର ପର୍ସ ଖାଲି ହୋଇଯାଇଥାଏ ।

ପର୍ସରେ ଏହି ଜିନିଷ ରଖିଲେ ହୁଏ ଧନବୃଦ୍ଧି  ଏବଂ ଏହି ଜିନିଷ ରଖିଲେ ହୁଏ ଧନକ୍ଷୟ

ଯଦି ଆପଣଙ୍କୁ କୌଣସି ଲୋକ ପର୍ସ ଗିଫ୍ଟ ରେ ଦେଇଥାଏ, ତା ହେଲେ ଏହି ପର୍ସ ଆପଣଙ୍କ ପାଇଁ ବହୁତ ଲକି ହୋଇଥାଏ । କେତେକ ମଣିଷ ନିଜ ପର୍ସକୁ ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖି ତାହାକୁ ବ୍ୟବହାର କରିଥାନ୍ତି । ହେଲେ ଯଦି ଆପଣ ପର୍ସ ବ୍ୟବହାର କରୁଛନ୍ତି ତା ହେଲେ ବର୍ଷକୁ ଥରେ ନିଶ୍ଚୟ ନିଜ ପର୍ସକୁ ବଦଳାଇ ଦିଅନ୍ତୁ । ପର୍ସ ପୁରୁଣା ହେବା ପରେ ତାହାକୁ ବ୍ୟବହାର କରିବା ଉଚିତ ନୁହେଁ ।


ଏହାର କାରଣ ହେଉଛି ବନ୍ଧୁଗଣ ଟଙ୍କାକୁ ଆମେ ଲକ୍ଷ୍ମୀଙ୍କ ସ୍ୱରୂପ ମାନିଥାଉ ଓ ଲକ୍ଷ୍ମୀଙ୍କୁ କେବେହେଲେ ଅପରିଷ୍କାର ପର୍ସରେ ରଖିବା ଉଚିତ ନୁହେଁ । ଚିରା ଫଟା ପର୍ସରେ ଟଙ୍କା ରଖିବା ଦ୍ଵାରା ଅଧିକ ଅଯଥା ଖର୍ଚ ବଢିଥାଏ ।  ନୂଆ ପର୍ସ ବ୍ୟବହାର କଲେ, ପୁରୁଣା ପର୍ସକୁ ଏଣେତେଣେ ଫିଙ୍ଗିବେ ନାହିଁ ।ସେହି ପର୍ସକୁ ନେଇ ଆପଣ କୌଣସି ଗଛ ମୂଳରେ ରଖିଦିଅନ୍ତୁ । 


kaudi

ଯଦି ଆପଣ ନିଜ ପର୍ସକୁ ଟଙ୍କାରେ ଭରି ରଖିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏକ ରୂପା ମୁଦ୍ରା ନେଇ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ପୂଜା କରନ୍ତୁ ଓ ସେହି ମୁଦ୍ରାଙ୍କୁ ନିଜ ପର୍ସରେ ରଖନ୍ତୁ । ଯଦି ଆପଣଙ୍କ ପାଖରେ ରୂପା ମୁଦ୍ରା କିଣିବା ପାଇଁ ଟଙ୍କା ନାହିଁ ତା ହେଲେ ଆପଣ ଗୋଟିଏ କଉଡିକୁ ମଧ୍ୟ ନିଜ ପର୍ସରେ ରଖିପାରିବେ ।


ପର୍ସରେ ଏହି ଜିନିଷ ରଖିଲେ ହୁଏ ଧନବୃଦ୍ଧି  ଏବଂ ଏହି ଜିନିଷ ରଖିଲେ ହୁଏ ଧନକ୍ଷୟ
Picture: Amazon

ବନ୍ଧୁଗଣ ଏହା ବ୍ଯତୀତ ଆପଣ ଚାହିଁଲେ କିଛି ଅରୁଆ ଚାଉଳ ନେଇ ମା ଲକ୍ଷ୍ମୀଙ୍କ ସାମ୍ନାରେ ପୂଜା କରନ୍ତୁ ଓ ସେଥି ମଧ୍ୟରୁ କେବଳ ୨୧ଟି ଅରୁଆ ଚାଉଳକୁ ନେଇ ଏକ ନାଲି କାଗଜରେ ରଖି ନିଜ ପର୍ସରେ ରଖିପାରିବେ । 

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post