ଆପଣ ମାନେ ପଂଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କିଛି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ସୁନ୍ଦରତା ଓ ଅଭିନୟରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଟକ୍କର ଦିଅନ୍ତି।ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ହିମାଂଶୀ ଖୁରାନା
![]() |
Picture: Himansi Khurana/Instagram |
ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହିମାଂଶୀ ଖୁରାନା । ହିମାଂଶୀଙ୍କୁ ଆପଣ ମାନେ ଟିଭି ରିଆଲିଟି ସୋ ‘ବିଗ ବସ’ରେ ନିଶ୍ଚୟ ଦେଖିଥିବେ । ସେ ‘ସଡା ହକ୍’ ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ବ୍ଯତୀତ ସେ ଗାୟକ ହାର୍ଡି ସନ୍ଧୁଙ୍କ ଗୀତ ‘ସୋଚ’ରେ ମଧ୍ୟ କାମ କରିଛନ୍ତି । ସୁନ୍ଦରତା ମାମଲାରେ ହିମାଂଶୀ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ହିମାଂଶୀଙ୍କୁ ସୋସିଆଲ ମିଡିଆରେ ୭୮ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି ।
ସୋନମ ବାଜବା
![]() |
Picture: Sonam Bajwa/Instagram |
ସୋନମ ବାଜବା ଏକ ଅଭିନେତ୍ରୀ ହେବା ସହ ଏକ ମଡେଲ ମଧ୍ୟ ଅଟନ୍ତି । ସୋନମ ହିନ୍ଦୀ, ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ପଛକୁ କରିଦେବେ ।
ଧୃତି ସାହାରନ
![]() |
Picture: Dhruti Sharan/Instagram |
ଧୃତି ଏକ ଭଲ ଅଭିନେତ୍ରୀ ହେବା ସହିତ ଏକ ସୁନ୍ଦର ଗାୟିକା ମଧ୍ୟ ଅଟନ୍ତି । ଧୃତି ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲେ । ଧୃତି ପ୍ରଥମେ ‘ସଡା ହକ୍’ ନାମକ ଏକ ଟିଭି ସୋ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।
ଖୁସି ଗଡଭି
![]() |
Picture: Khushi Gadhvi/Instagram |
ଖୁସିଙ୍କୁ ସାଧାରଣତଃ ଯୁବକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ସେମାନେ ବହୁତ ଇଛା କରନ୍ତି । ଖୁସି କେତେକ ପଞ୍ଜାବୀ ଫିଲ୍ମ କରିବା ସହ କେତେକ ଗୀତରେ ମଧ୍ୟ କାମ କରିଛନ୍ତି । ୩୦ ବର୍ଷ ହେବ ସେ ମୁମ୍ବାଇରେ ରହୁଛନ୍ତି ଓ ନିଜର ସୁନ୍ଦରତା ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।