କଣ ହୋଇଥାଏ, ଭୁଲ୍ ସମୟରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ରଖିଲେ

 

What-happens-is-that-the-husband-and-wife-had-an-affair-at-the-wrong-time

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଦୁନିଆର ସବୁଠାରୁ ପବିତ୍ର ସଂପର୍କ ବୋଲି ଶାସ୍ତ୍ରାରେ କୁହାଯାଇଛି । ସଂପର୍କରେ ଉତ୍ତମ ବିଚାର ଓ ବୁଝାବଣା ରହିଲେ ଜୀବନ ଆନନ୍ଦମୟ ହୋଇଥାଏ । ଶାସ୍ତ୍ରରେ ଏମିତି ମଧ୍ୟ କୁହାଯାଇଛି ସ୍ୱାମୀ-ସ୍ତ୍ରୀ ଉଚିତ ସମୟରେ ସଂପର୍କ ନରଖିଲେ ଆୟୁ କମିବା ସହିତ ଘରକୁ ବିଭିନ୍ନ ବିପତି ଆସିଥାଏ । 

ଜାଣିବା କେଉଁ ସମୟରେ ସଂପର୍କ ରଖିବା ଉଚିତ ନୁହେଁ । ପିତୃପୁରୁଷଙ୍କ କୌଣସି ପୂଜା କିମ୍ବା ଶ୍ରାଦ୍ଧ ଚାଲିଥିବା ସମୟରେ ସଂପର୍କ ରଖିବା ଉଚିତ ନୁହେଁ କିମ୍ବା ଘରେ କୌଣସି ବ୍ୟକ୍ତି ମରିଗଲା ପରେ ଶ୍ରାଦ୍ଧ ଦିନ ନଯିବା ପଯ୍ୟନ୍ତ।

ଅର୍ଥାତ ବାରଦିନ ନଯିବା ପଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ମଧ୍ୟ ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି । କାରଣ ଏହି ଦିନ ଗୁଡି଼କରେ ଘରକୁ ନକରାତ୍ମକ ଶକ୍ତିର ବିଶେଷ ପ୍ରଭାବ ଥାଏ । 

ଏହା ସହିତ ଯଦି ଘରେ ଭଗବାନଙ୍କ ପୂଜା ଚାଲିଛି ତେବେ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବା ଉଚିତ ନୁହେଁ କାରଣ ଏହି ସମୟରେ ଘରକୁ ଭଗବାନଙ୍କ ପ୍ରବେଶ ଥାଏ ।ବିଶେଷ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସ୍ୱାମୀ-ସ୍ତ୍ରୀ ସଂପର୍କ ରଖିବାକୁ ବାରଣ କରାଯାଏ ।

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post