କଣ ଆପଣ ଜାଣିଛନ୍ତି କି ପ୍ରଥମ ଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କ ଶରୀରରେ କଣ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ଵାରା ମହିଳା ମାନଙ୍କୁ କୌଣସି ଖାସ ସମସ୍ୟା ହୋଇ ନ ଥାଏ । କେବଳ ମହିଳାମାନଙ୍କ ଉପରେ ଏହା ଲାଗୁ ହୋଇ ନ ଥାଏ, ଏହିଭଳି କିଛି ପରିବର୍ତ୍ତନ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଏ ।

ମହିଳାମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ଶରୀରର ବାହାର ଅଂଶରେ ହୋଇଥାଏ ଓ ଅନ୍ୟ କିଛି ଶରୀର ଭିତରେ ହୋଇଥାଏ । ସେଥିରୁ କିଛି ପରିବର୍ତ୍ତନ ବିଷୟରେ ଏଠି ଆମେ ଆପଣ ଙ୍କୁ ଜଣେଇବୁ ।
ଚାଲିରେ ପରିବର୍ତ୍ତନ
ଚେହେରାରେ ପରିବର୍ତ୍ତନ –
ଝିଅମାନେ ଯେତେବେଳେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖନ୍ତି , ସେମାନଙ୍କ ଚେହେରାରେ କିଛି ପରିବର୍ତ୍ତନ ସମ୍ପୂର୍ଣ ନଜର ଆସିଥାଏ । ମାନେ ତାଙ୍କ ଚେହେରା ଉଜ୍ଜ୍ଵଳ ନଜର ଆସିଥାଏ । ଝିଅମାନେ ପୂର୍ବ ଅପେକ୍ଷା ଅଧିକ ଖୁସିରେ ରହିବାକୁ ଲାଗନ୍ତି ।
ଚିନ୍ତା କମ ହେବା
ଶାରୀରିକ ସମ୍ପର୍କ ରଖିବା ପରେ ପୁଅମାନଙ୍କ ଠାରୁ ଝିଅମାନଙ୍କ ଶରୀରରେ ଅକ୍ସୀଟୋସିନ, ଏଂଡୋର୍ଫିନ୍ସ ଓ ସିରୋଟୋନିନ୍ସ ଭଳି ହର୍ମୋନ୍ସର ପ୍ରବାହ ଅଧିକ ହୋଇଥାଏ । ଏହି ହର୍ମୋନଲ ଚେଞ୍ଜେସ ମହିଳାମାଙ୍କ ମୁଡକୁ ଆହୁରି ଅଧିକ ଭଲ କରିଦିଏ । ଏକ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ଯେଉଁ ଲୋକମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁଦିନ ସମ୍ବନ୍ଧ କରନ୍ତି ତାଙ୍କ ମଧ୍ୟରେ ଚିନ୍ତା କମ ଦେଖାଯାଏ । ତାଙ୍କର ମସ୍ତିଷ୍କ ସକରାତ୍ମକ ରୂପରେ କାମ କରିବାକୁ ଲାଗିଥାଏ । ଏହା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବି ବଢିଥାଏ ।
ସ୍ତନରେ ପରିବର୍ତ୍ତନ
ବୁଦ୍ଧିରେ ଉନ୍ନତି
Image Source: Google and a few are CC Licensed images (Pixabay)