ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ କିମ୍ବା ଛୋଟ ଥିଲେ କଣ ହୋଇଥାଏ ଏବଂ ଏହାର ଉପଚାର ଉପାୟ

ସ୍ତନ ମହିଳାଙ୍କ ଏମିତି ଗୋଟେ ଅଙ୍ଗ ଯାହା ଅଧିକ ବଢି ଗଲେ ମହିଳା ଙ୍କ ସୁନ୍ଦରତା କମିଯାଇଥାଏ ଏବଂ ବହୁତ କମି ଗଲେ ମଧ୍ୟ ମହିଳା ଙ୍କ ସୁନ୍ଦରତା କମିଯାଇଥାଏ । ଏବଂ ତେବେ ଏହା କୌଣସି ସଠିକ କଥା ନୁହେଁ, ସୁନ୍ଦରତା ମନ ଭିତରୁ ଥାଏ ଏବଂ ନାରୀ ହଉଛନ୍ତି ଭଗବାନ ଙ୍କ ସୁନ୍ଦର ଗଠନ | ଆଜି ଏହି ପ୍ରବନ୍ଧ ରେ ଜାଣନ୍ତୁ ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ ଏବଂ ଏହାର ଉପଚାର ଉପାୟ।

What-happens-if-the-breast-size-is-too-large-or-too-small-and-how-to-treat-it

ତେବେ ଆସନ୍ତୁ ଜାଣିବା ବିଶେଷଜ୍ଞ ମାନେ ଏହା ବିଷୟରେ କଣ କଣ କହିଛନ୍ତି ଓ ଆମକୁ ଏମିତିକା ପରିସ୍ଥିତିରେ କଣ କରିବା ଆବଶ୍ୟକ ଅଟେ ।


ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ କଣ ହୋଇଥାଏ

ପିଠି, ବେକ ଓ କାନ୍ଧରେ ଯନ୍ତ୍ରଣା ହୋଇଥାଏ ।

ସ୍ତନର ତଳ ଭାଗରେ ସଂକ୍ରମଣ ହୋଇ ଘା ହୋଇଥାଏ ।


ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ବଡ ଥିଲେ, ଏହାର ଉପଚାର ଉପାୟ  

ତେବେ ଡାକ୍ତର ମାନଙ୍କ କହିବା ଅନୁଯାଇ ସ୍ତନ ବଢେଇବା ପାଇଁ ଓ କମେଇବା ପାଇଁ ଦୁଇଟି ପ୍ପାଇନ ସର୍ଜରୀ ଅଛି କିନ୍ତୁ ବହୁତ ଲୋକ ଏହାର ସାଇଡ ଇଫେକ୍ଟ ଡରରେ ଏହାକୁ କରନ୍ତି ନାହିଁ । 

ଏହା ଛଡା କିଛି ଲୋକ ଔଷଧ ଖାଇବା ଅଧିକ ପସନ୍ଦ କରନ୍ତି ଯାହା ସାମାନ୍ୟତଃ ବହୁତ ହାନିକାରକ ଅଟେ କାହିଁକିନା ଏହା ଦ୍ଵାରା ଆପାନଙ୍କ ଶରୀରରେ ବହୁତ ପ୍ରକାର ଅନ୍ୟ ହର୍ମୋନ ଚେଞ୍ଜ ହୋଇଥାଏ ଯାହା ଆପଣଙ୍କ କଣ୍ଟ୍ରୋଲରେ ନଥାଏ ।


ସ୍ତନର (ବ୍ରେଷ୍ଟ) ଆକାର ଅତ୍ୟଧିକ ଛୋଟ ଥିଲେ, ଏହାର ଉପଚାର ଉପାୟ

ତେବେ କିଛି ମହିଳାଙ୍କୁ ରୋଗ ପାଇଁ ତାଙ୍କ ବ୍ରେଷ୍ଟ ବଢି ନଥାଏ ଏମିତି ଗୋଟେ ରୋଗ ନାମ “ପୋଲେନ ଶିଣ୍ଡ୍ରୋମ” ଅଟେ ଏହି ରୋଗରେ ମହିଳାଙ୍କ ସ୍ତନ ଜମାବି ବଢି ନଥାଏ ଓ ଫ୍ଲାଟ ଦେଖା ଯାଇଥାଏ ଯାହା ଦ୍ଵାରା ତାଙ୍କୁ ସମାଜରେ ବହୁତ ଲାଜ୍ୟା ପୂର୍ଣ୍ଣ କଥା ଶୁଣିବାକୁ ପଡିଥାଏ । ତେବେ ମେଡିକାଲ ଦୁନିଆରେ ଏହାର ଦୁଇଟି ଚିକିତ୍ସା ଅଟେ ଆପଣ ସର୍ଜରୀ କରି ପାରିବେ ନଚେତ ମେଡ଼ିସିନ ସେବନ କରି ପାରିବେ । ତେବେ ମେଡ଼ିସିନରେ ବହୁତ ସାଇଡ ଇଫେକ୍ଟ ହୋଇପାରେ ଆପଣଙ୍କ ଶରୀର ଏହାକୁ ଗ୍ରହଣ ନକଲେ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।

କିନ୍ତୁ ସର୍ଜରୀ ବହୁତ ଲୋକ ଡରନ୍ତି ଏହା ଆପଣଙ୍କ ଭଲ ବୋଲି ବୈଜ୍ଞାନିକ ମାନେ ନିଜେ ଅଧ୍ୟୟନ କରି କହିଛନ୍ତି ।  ସିଲିକନ ସରଜରି ଏମିତି ଗୋଟେ ସର୍ଜରୀ ଅଟେ ଯେଉଁଥିରେ ସ୍ତନରେ ସିଲିକନ ଦିଆ ଯାଉଛି ଯାହା ଦ୍ଵାରା ସ୍ତନ ବୃଦ୍ଧି ହୋଇଥାଏ |

ଏହା ଅନୁଯାଇ ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଫ୍ୟାଟ ଅଧିକ ଅଛି ତେବେ ତାହାକୁ ବ୍ୟବହାର କରି ଆପଣଙ୍କ ବ୍ରେଷ୍ଟ ସରଜାରି କରା ଯାଇଥାଏ ଯାହା ଦ୍ଵାରା ଆପଣଙ୍କ ପେଟ ମଧ୍ୟ କମି ଯାଇଥାଏ ଓ ଆପଣଙ୍କ ସ୍ତନ ମଧ୍ୟ ବଢିକି ଭଲ ସାଇଜରେ ଆସି ଯାଇଥାଏ । ବର୍ତମାନ ସମୟରେ ଏହି ସର୍ଜରୀ ବହୁତ ମାତ୍ରାରେ କରା ଯାଉଛି ।


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post